କଟକ,୨୦/୦୯/୨୦୧୯(ଓଡ଼ିଶା ସମାଚାର)- ପଶ୍ଚିମବଙ୍ଗକୁ ଗଂଜେଇ ଚୋରା ଚାଲାଣ ବେଳେ ଅବକାରୀ ବିଭାଗ ର ସ୍ୱନ୍ତ୍ର ଟିମ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଜବତ ଗଂଜେଇ ୯୨ କେଜି ଯାହାର ମୂଲ୍ୟ ୪ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରିଛି । କଟକ ର ଶିଖରପୁର ଅଂଚଳରୁ ଏହି ଗଂଜେଇ ଜବତ ହୋଇଛି । ଓଡ଼ିଶା ସମାଚାର