ଗରଦପୁର,୨୦/୦୯/୨୦୧୯(ଓଡ଼ିଶା ସମାଚାର)- ଚିତ୍ରତ୍ପୋଳା ନଦୀକୁ ଶୌଚ ହେବାକୁ ଯାଇ ଜଣେ ବୃଦ୍ଧା ନିଖୋଜ ଅଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଟିକନପୁର ଗ୍ରାମର ।ରବତୀ ଦେବତା (୭୦) ଆଜି ସକାଳେ ଚିତ୍ରତ୍ପୋଳା ନଦୀକୁ ଶୌଚ ହେବାକୁ ଯାଇଥିଲେ । କିନ୍ତୁ ଆଉ ନଦୀରୁ ଘରକୁ ଫେରିନାହାନ୍ତି । ଟିକନପୁର ଗ୍ରାମବାସୀ, କୋରୁଆ ଅଗ୍ନୀଶମ କର୍ମଚାରୀ ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି । ବର୍ତମାନ ସୁଦ୍ଧା ତାଙ୍କର ପତା ମିଳିନାହିଁ । ଓଡ଼ିଶା ସମାଚାର