Tuesday , October 26 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :  ଚିତ୍ରତ୍ପୋଳା ନଦୀକୁ ଶୌଚ ହେବାକୁ ଯାଇ ବୃଦ୍ଧା ନିଖୋଜ  

ସଂକ୍ଷେପରେ ତାଜା ଖବର :  ଚିତ୍ରତ୍ପୋଳା ନଦୀକୁ ଶୌଚ ହେବାକୁ ଯାଇ ବୃଦ୍ଧା ନିଖୋଜ  

ଗରଦପୁର,୨୦/୦୯/୨୦୧୯(ଓଡ଼ିଶା ସମାଚାର)- ଚିତ୍ରତ୍ପୋଳା ନଦୀକୁ ଶୌଚ ହେବାକୁ ଯାଇ ଜଣେ ବୃଦ୍ଧା ନିଖୋଜ  ଅଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଟିକନପୁର ଗ୍ରାମର ।ରବତୀ ଦେବତା (୭୦) ଆଜି ସକାଳେ ଚିତ୍ରତ୍ପୋଳା ନଦୀକୁ ଶୌଚ ହେବାକୁ ଯାଇଥିଲେ । କିନ୍ତୁ ଆଉ ନଦୀରୁ ଘରକୁ ଫେରିନାହାନ୍ତି । ଟିକନପୁର ଗ୍ରାମବାସୀ, କୋରୁଆ ଅଗ୍ନୀଶମ କର୍ମଚାରୀ ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି । ବର୍ତମାନ ସୁଦ୍ଧା ତାଙ୍କର ପତା ମିଳିନାହିଁ । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *