Friday , September 29 2023
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : କୁଲେଇଲୋ ହାଡ଼ ଭଙ୍ଗା ଚିକିତ୍ସାଳୟ ଉପରେ ସିରିଜ ବୋମା ମାଡ଼

ସଂକ୍ଷେପରେ ତାଜା ଖବର : କୁଲେଇଲୋ ହାଡ଼ ଭଙ୍ଗା ଚିକିତ୍ସାଳୟ ଉପରେ ସିରିଜ ବୋମା ମାଡ଼

ଆଠଗଡ଼,୨୦/୦୯/୨୦୧୯(ଓଡ଼ିଶା ସମାଚାର)- କୁଲେଇଲୋ ଠାରେ ଥିବା ହାଡ଼ ଭଙ୍ଗା ଚିକିତ୍ସରଳୟ ଉପରେ ସିରିଜ ବୋମା ମାଡ଼ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୨ ଟାରୁ ୩ ଟା ମଧ୍ୟରେ କୁଲେଇଲୋ ଠାରେ ଥିବା ହାଡ଼ ଭଙ୍ଗା ଚିକିତ୍ସରଳୟ ଅସ୍ଥି ଶଲ୍ୟ ସେବା ସଦନ ଉପରକୁ ସିରିଜ ବୋମା ମାଡ଼ ହୋଇଛି । ଏହି ଘଯଣା ପରେ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନେ ଭୟଭିତ ହୋଇପଡ଼ିଛନ୍ତି । ଆଠଗଡ଼ ପୋଲିସ୍ ପହଂଚି ତଦନ୍ତ କରୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *