Friday , January 21 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : କଟକ ବିଏସଏନଏଲ କାର୍ଯ୍ୟାଳୟରେ ନିଆଁ ଲାଗିଛି

ସଂକ୍ଷେପରେ ତାଜା ଖବର : କଟକ ବିଏସଏନଏଲ କାର୍ଯ୍ୟାଳୟରେ ନିଆଁ ଲାଗିଛି

କଟକ,୨୦/୦୯/୨୦୧୯(ଓଡ଼ିଶା ସମାଚାର)-କଟକ ବଜ୍ରକବାଟି ରୋଡ଼୍ ରେ ଥିବା ବିଏସଏନଏଲ କାର୍ଯ୍ୟାଳୟରେ ନିଆଁ ଲାଗିଛି । ବର୍ତମାନ ସୁଦ୍ଧା ଅଗ୍ନିଶମ ବିଭାଗ ପହଂଚିନାହାନ୍ତି । କାର୍ଯ୍ୟାଳୟର କର୍ମଚାରୀମାନେ ବାହାରକୁ ଆସିନାହାନ୍ତି । ବାହାରୁ ପ୍ରବଳ ଧୂଆଁ ବାହାରୁଥିବାରୁ ଲୋକମାନେ ରୁଣ୍ଡ ହୋଇ ଦେଖୁଛନ୍ତି । ଭିତରକୁ କେହି ଯାଇ ପାରୁନାହାନ୍ତି । କାର୍ଯ୍ୟାଳୟ ର ଫାଟକ ତାଲା ପଡ଼ିଛି । ଝରକା ବାଟେ ଧୂଆଁ ବାହାରୁଛି । ବର୍ତମାନ ଗୋଟିଏ ଦମକଳ ଗାଡ଼ି ଆସି ପହଂଚିଲା । ଅପରେସନ୍ ଆରମ୍ଭ ହୋଇନାହିଁ । ଓଡ଼ିଶା ସମାଚାର

About admin

Check Also

କିସିଣ୍ତା ଥାନା ସମ୍ମୁଖରେ ମହିଳାଙ୍କୁ ହତ୍ୟା

ସମ୍ବଲପୁର ୨୦/୧/୨୦୨୨ (ଓଡ଼ିଶା ସମାଚାର)- ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ସମ୍ମୁଖରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି …

Leave a Reply

Your email address will not be published. Required fields are marked *