Friday , October 22 2021
Home / ବିଶେଷ / ସଂକ୍ଷେପରେ ତାଜା ଖବର : କଟକ ବିଏସଏନଏଲ କାର୍ଯ୍ୟାଳୟରେ ନିଆଁ ଲାଗିଛି – କର୍ମଚାରୀ ସୁରକ୍ଷିତ

ସଂକ୍ଷେପରେ ତାଜା ଖବର : କଟକ ବିଏସଏନଏଲ କାର୍ଯ୍ୟାଳୟରେ ନିଆଁ ଲାଗିଛି – କର୍ମଚାରୀ ସୁରକ୍ଷିତ

କଟକ,୨୦/୦୯/୨୦୧୯(ଓଡ଼ିଶା ସମାଚାର)-କଟକ ବଜ୍ରକବାଟି ରୋଡ଼୍ ରେ ଥିବା ବିଏସଏନଏଲ କାର୍ଯ୍ୟାଳୟରେ ନିଆଁ ଲାଗିଛି । କାର୍ଯ୍ୟାଳୟର କର୍ମଚାରୀମାନେ ସୁରକ୍ଷିତଭାବେ ବାହାରକୁ ବାହାରିଆସିଛନ୍ତି । ବାହାରୁ ପ୍ରବଳ ଧୂଆଁ ବାହାରୁଥିବାରୁ ଲୋକମାନେ ରୁଣ୍ଡ ହୋଇ ଦେଖୁଛନ୍ତି । ଭିତରକୁ କେହି ଯାଇ ପାରୁନାହାନ୍ତି । ଝରକା ବାଟେ ଧୂଆଁ ବାହାରୁଛି । ବର୍ତମାନ ୪ ଗୋଟି ଦମକଳ ଗାଡ଼ି ଆସି ପହଂଚି ଅପରେସନ୍ ଆରମ୍ଭ କରିଛନ୍ତି । କାର୍ଯ୍ୟାଳୟର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ଜଣାଯାଇଛି । ଏହି କାର୍ଯ୍ୟାଳୟରୁ ବିଏସଏନଏଲ ର ବ୍ରଡ଼ବ୍ୟାଣ୍ଡ ସେବା ଉପଲବଧି ହୋଇଥାଏ । ବର୍ତମାନ ବ୍ରଡ଼ବ୍ୟାଣ୍ଡ ସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *