Saturday , October 16 2021
Breaking News
Home / ବିଶେଷ / ଶୋକ ଖବର : ରବିଭାଇ ଙ୍କ ପରଲୋକ

ଶୋକ ଖବର : ରବିଭାଇ ଙ୍କ ପରଲୋକ

ଗରଦପୁର, ୨୦/୦୯/୨୦୧୯(ଓଡ଼ିଶା ସମାଚାର)- ତେଣ୍ଡାକୁଡ଼ା ଫଜଲହକ୍ ହାଇସ୍କୁଲ ର ୧୯୬୧ ବ୍ୟାଚ ର ଛାତ୍ର ତଥା ଜୟତଳଙ୍ଗ (ବଣୁଆସାହି) ଗ୍ରାମର ରବିନାରାୟଣ ମହାନ୍ତି ଶୁକ୍ରବାର ଦିନ ପରଲୋକ ଗମନ କରିଛନ୍ତି । ସେ ଭୁବନେଶ୍ୱର ଠାରେ ନିଜ ପୁଅ ପାଖରେ ରହୁଥିଲେ । ସେଠାରେ ପରଲୋକ ଘଟିଛି । ସେ ଇଲେକ୍ଟ୍ରି ରେ ଚାକିରୀ କରି ଅବସର ଗ୍ରହଣ କରିଥିଲେ । ଅଂଚଳରେ ଇଲେକ୍ଟ୍ରି ରବିଭାଇ ଘରେ ଘରେ ପରିଚିତ ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *