Tuesday , October 26 2021
Breaking News
Home / ରାଜନୀତି / ବିଜେପିନେତା ବିଜେଡିରେ ଯୋଗଦେଲେ

ବିଜେପିନେତା ବିଜେଡିରେ ଯୋଗଦେଲେ

କୁଜଙ୍ଗ, ୧୯/୦୯/୨୦୧୯(ଓଡ଼ିଶା ସମାଚାର)- ବାଲିତୁଠ ମଣ୍ଡଳ ବିଜେପିନେତା ରଶ୍ମୀରଂଜନ ଖୁଂଟିଆ, ସରୋଜ କୁମାର ତ୍ରିପାଠୀ, ଦିଲୀପ କୁମାର ବର୍ଦ୍ଧନ ପ୍ରମୁଖ ବିଜେଡିରେ ଯୋଗଦେଛନ୍ତି । ଏରସମାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶ, ବିଜେଡି ଜିଲା ପର୍ଯ୍ୟବେକ୍ଷକ ଦେବାଶିଷ ସମାନ୍ତରାୟ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ରେ ଜୀବନବିନ୍ଦୁ କାର୍ୟ୍ୟକ୍ରମ,୫୦ ୟୁନିଟ ରକ୍ତ ସଂଗ୍ରହ

କଟକ ସଦର, ୨୪/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): କଟକ ସଦର ବ୍ଲକ ଵିଜୁ ଯୁଵ ଛାତ୍ର ଜନତା ଦଳ ପକ୍ଷରୁ …

Leave a Reply

Your email address will not be published. Required fields are marked *