Saturday , June 25 2022
Home / ବିଶେଷ / ସଂକ୍ଷେପରେ ତାଜା ଖବର : ପୂର୍ବତନ ବିଧାୟକ ମାନଙ୍କୁ ସରକାରୀ କ୍ୱାର୍ଟର ଛାଡ଼ିବାକୁ ନିର୍ଦ୍ଦେଶ

ସଂକ୍ଷେପରେ ତାଜା ଖବର : ପୂର୍ବତନ ବିଧାୟକ ମାନଙ୍କୁ ସରକାରୀ କ୍ୱାର୍ଟର ଛାଡ଼ିବାକୁ ନିର୍ଦ୍ଦେଶ

 

ଭୁବନେଶ୍ୱର ,୧୬/୦୯/୨୦୧୯(ଓଡ଼ିଶା ସମାଚାର)-  ପୂର୍ବତନ ବିଧାୟକ ମାନଙ୍କୁ ସରକାରୀ କ୍ୱାର୍ଟର ଛାଡ଼ିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ  । ଗତ ସାଧାରଣ ନିର୍ବାଚନରେ ଯେଉଁମାନେ ବିଧାୟକ ପଦ ହରାଇଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣ ସେମାନଙ୍କ ସରକାରୀ କ୍ୱାର୍ଟର ଛାଡ଼ିନାହାନ୍ତି । ଫଳରେ ନୂତନ ନିର୍ବାଚିତ ବିଧାୟକମାନଙ୍କୁ କ୍ୱାର୍ଟର ଯୋଗାଇ ହେଉନାହିଁ । ତେଣୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପୂର୍ବତନ ବିଧାୟକ ମାନଙ୍କୁ ସରକାରୀ କ୍ୱାର୍ଟର ଛାଡ଼ିବାକୁ ନିର୍ଦ୍ଦେଶ  ଦେଇଛନ୍ତି ଓ ସେହିସବୁ କ୍ୱାର୍ଟର ଗୁଡ଼ିକରୁ ବିଜୁଳି ଓ ପାଣି ଯୋଗାଣ ସଂଯୋଗ କାଟିବାକୁ ମଧ୍ୟ ନିର୍ଦ୍ଦେଶ  ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ

କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …

Leave a Reply

Your email address will not be published. Required fields are marked *