Wednesday , October 20 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବିଦ୍ୟୁତ ଆଘାତରେ ଜଣେ ଯବାନଙ୍କ ମୃତ୍ୟୁ, ଅନ୍ୟ ୨ ଗୁରୁତର ଆହତ

ସଂକ୍ଷେପରେ ତାଜା ଖବର : ବିଦ୍ୟୁତ ଆଘାତରେ ଜଣେ ଯବାନଙ୍କ ମୃତ୍ୟୁ, ଅନ୍ୟ ୨ ଗୁରୁତର ଆହତ

ମାଲକାନାଗିରି,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ୧୧ କେଭି ବିଦ୍ୟୁତ ଆଘାତରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ନାୟକଗୁଡ଼ା ପୋଲିସ୍ କ୍ୟାମ୍ପ ରେ ୧୧ କେଭି ବିଦ୍ୟୁତ ଆଘାତରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ୨ ଆହତ ଙ୍କୁ ମାଥିଲି ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ମାଟି ଖୋଳି ଗଳିତ ମୃତ ଦେହ ଉଦ୍ଧାର କଲା ପୋଲିସ୍ – ତାହା ନିଖୋଜ ଅଧ୍ୟକ୍ଷା ଙ୍କର କି ଅନ୍ୟ କାହାର ଜଣାପଡ଼ିନାହିଁ

କଳାହାଣ୍ଡି,୧୯/୧୦/୨୦୨୧(ଓଡ଼ିଶା ସମାଚାର)- ନିଖୋଜ ଘରୋଇ କଲେଜ ଅଧ୍ୟକ୍ଷା ମମତା ମେହେର ଙ୍କ ପତା ପାଉନି ପୋଲିସ୍ । ଗତକାଲି ରାତିରୁ …

Leave a Reply

Your email address will not be published. Required fields are marked *