Monday , December 6 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପୁଣି ଡ଼ଙ୍ଗା ବୁଡ଼ି , ୨୩ ନିଖୋଜ

ସଂକ୍ଷେପରେ ତାଜା ଖବର : ପୁଣି ଡ଼ଙ୍ଗା ବୁଡ଼ି , ୨୩ ନିଖୋଜ

ମାଲକାନାଗିରି,୧୫/୦୯/୨୦୧୯(ଓଡ଼ିଶା ସମାଚାର)-ମାଲକାନାଗିରି ସୀମାରେ ଗୋଦାବରୀ ନଦୀରେ ଡ଼ଙ୍ଗା ବୁଡ଼ି ବର୍ତମାନ ସୁଦ୍ଧା ୨୩ ଜଣ ଯାତ୍ରୀ ନିଖୋଜ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଏକ ମୋଟର ଲଂଚ ରେ ଚାଳକ ୧୧ ଜଣ ଙ୍କ ସମେତ ମୋଟ୍ ୫୦ ଜଣ ପର୍ଯ୍ୟଟକ ଥିଲେ । ମୋଟର ଲଂଚ ଟି ବୁଡ଼ିଯିବା ପରେ ୨୭ ଜଣ ଉଦ୍ଧାର ହୋଇଥିବାବେଳେ ୨୩ ଜଣ ବର୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *