ମାଲକାନାଗିରି,୧୫/୦୯/୨୦୧୯(ଓଡ଼ିଶା ସମାଚାର)-ମାଲକାନାଗିରି ସୀମାରେ ଗୋଦାବରୀ ନଦୀରେ ଡ଼ଙ୍ଗା ବୁଡ଼ି ବର୍ତମାନ ସୁଦ୍ଧା ୨୩ ଜଣ ଯାତ୍ରୀ ନିଖୋଜ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଏକ ମୋଟର ଲଂଚ ରେ ଚାଳକ ୧୧ ଜଣ ଙ୍କ ସମେତ ମୋଟ୍ ୫୦ ଜଣ ପର୍ଯ୍ୟଟକ ଥିଲେ । ମୋଟର ଲଂଚ ଟି ବୁଡ଼ିଯିବା ପରେ ୨୭ ଜଣ ଉଦ୍ଧାର ହୋଇଥିବାବେଳେ ୨୩ ଜଣ ବର୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ଓଡ଼ିଶା ସମାଚାର