Friday , October 22 2021
Home / ପର୍ଯ୍ୟଟନ ଓ ସଂସ୍କୃତି / ସଂକ୍ଷେପରେ ତାଜା ଖବର : ନନ୍ଦନକାନନରେ ଗୋଟିଏ ହାତୀ ମୃତ

ସଂକ୍ଷେପରେ ତାଜା ଖବର : ନନ୍ଦନକାନନରେ ଗୋଟିଏ ହାତୀ ମୃତ

ଭୁବନେଶ୍ୱର,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ନନ୍ଦନକାନନରେ ଗୋଟିଏ ହାତୀ ର ମୃତ୍ୟୁ ହୋଇଛି । ପୁରୁଷ ହାତୀ ଚନ୍ଦନ ର ଭୁତାଣୁ ଜନିତ ରୋଗରେ ୧୦ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଚନ୍ଦନର ମୃତ୍ୟୁ ପରେ ନନ୍ଦନକାନନ ରେ ପୁରୁଷ ହାତୀ ସଂଖ୍ୟା ୬ କୁ ଖସି ଆସିଛି । ଓଡ଼ିଶା ସମାଚାର

About admin

Check Also

ଭିତରକନିକା ଅଭୟାରଣ୍ୟର ଲୋଗକୁ ନେଇ ବିବାଦ

ପ୍ରକୃତଲୋଗ କରାନଗଲେ ଆନ୍ଦୋଳନ ହେବ – ଜନଶକ୍ତି ପାର୍ଟି କେନ୍ଦ୍ରାପଡ଼ା, ୧୮/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ରାଜନଗରସ୍ଥିତ ଅଭୟାରଣ୍ୟ ତଥା ଜାତୀୟ …

Leave a Reply

Your email address will not be published. Required fields are marked *