Wednesday , December 7 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ନକ୍ସଲ ନାମରେ ଚାନ୍ଦା ଆଦାୟ କରୁଥିବା କନେଷ୍ଟବଳ ଗିରଫ, ପିସ୍ତଲ ଓ ଗୁଳି ଜବତ

ସଂକ୍ଷେପରେ ତାଜା ଖବର : ନକ୍ସଲ ନାମରେ ଚାନ୍ଦା ଆଦାୟ କରୁଥିବା କନେଷ୍ଟବଳ ଗିରଫ, ପିସ୍ତଲ ଓ ଗୁଳି ଜବତ

ରାୟଗଡ଼ା,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ନକ୍ସଲ ନାମରେ ଚାନ୍ଦା ଆଦାୟ କରୁଥିବା ଜଣେ କନେଷ୍ଟବଳ ଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ଏକ ୯ ଏମଏମ ପିସ୍ତଲ ଓ୨୬ ରାଉଣ୍ଡ ଗୁଳି ଜବତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଗୁଇନ୍ଦା ବିଭାଗର କନେଷ୍ଟବଳ ଶ୍ରୀକାନ୍ତ କୁମାର ମାଓବାଦୀ ନାମରେ ଜଣେ ଠିକାଦାରଙ୍କୁ ଫୋନ୍ କରି ଟଙ୍କା ମାଗିଥିଲେ । ସମ୍ପୃକ୍ତ ଠିକାଦାରଙ୍କ ଠାରୁ ସୂଚନା ପାଇ ବିଷମ କଟକ ଥାନା ପୋଲିସ୍ ତଦନ୍ତ କରି ଶ୍ରୀକାନ୍ତ କୁମାର ଙ୍କୁ ଗିରଫ କରି ତାଙ୍କ ଠାରୁ ଏକ ପିସ୍ତଲ ଓ ୨୬ ରାଉଣ୍ଡ ଗୁଳି ଜବତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.