Friday , October 29 2021
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଘାଟିରେ ବସ ଓଲଟି ୧୬ ଜଣ ଯାତ୍ରୀ ଆହତ

ସଂକ୍ଷେପରେ ତାଜା ଖବର : ଘାଟିରେ ବସ ଓଲଟି ୧୬ ଜଣ ଯାତ୍ରୀ ଆହତ

ରାଉରକେଲା,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ଘାଟିରେ ବସ ଓଲଟି ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ମିଳିଥିବା ତାଜା ସୁଚନା ଅନୁସାରେ ସବଡ଼େଗା ରୁ ଏକ ଯାତ୍ରୀବାହି ବସ ରାଉରକେଲା ଯାଉଥିଲା । ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ଠାରେ ଥିବା ଗୁଣ୍ଡୁରୀଟୋଲି ଘାଟିରେ ଭାରସାମ୍ୟ ହରାଇ ବସ ଟି ଓଳଟି ପଡ଼ିବା ଫଳରେ ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବଡ଼ଗାଁ ହସପିଟାଲ ରେ ଭର୍ତି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ମୃତ

କଲାହାଣ୍ଡି ୨୮/୧୦/ ୨୦୨୧ (ଓଡିଶା ସମାଚର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆକାନି ପଞ୍ଚାୟତ …

Leave a Reply

Your email address will not be published. Required fields are marked *