Sunday , October 1 2023
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : କ୍ୟାଡ଼ର ମାଓବାଦୀ ମଙ୍ଗଲ ସିଂ ମୁଣ୍ଡା ର ଆତ୍ମସମର୍ପଣ

ସଂକ୍ଷେପରେ ତାଜା ଖବର : କ୍ୟାଡ଼ର ମାଓବାଦୀ ମଙ୍ଗଲ ସିଂ ମୁଣ୍ଡା ର ଆତ୍ମସମର୍ପଣ

ରାଉରକେଲା,୧୪/୦୯/୨୦୧୯(ଓଡ଼ିଶା ସମାଚାର)- କ୍ୟାଡ଼ର ମାଓବାଦୀ ମଙ୍ଗଲ ସିଂ ମୁଣ୍ଡା ରାଉକେଲା ଏସପି କେ. ଶିଭା ଶୁବ୍ରମଣିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ମଙ୍ଗଲ ସିଂ ମୁଣ୍ଡା କୁ ଧରାଇ ଦେବା ପାଇଁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଅନମୋଲ ଗୃପ୍ ର ସେ ଜଣେ ସଦସ୍ୟ ଥିଲା । ଏ ସମ୍ପର୍କରେ ରାଉରକେଲା ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସମ୍ବଲପୁର ଏସପି କେ.ଭି. ସିଂ ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *