Friday , September 22 2023
Breaking News
Home / ବିଶେଷ / ଛାଡ଼ପତ୍ର ମାମଲାରେମହିଳାଙ୍କୁ ମିଳିବ ପେନସନ

ଛାଡ଼ପତ୍ର ମାମଲାରେମହିଳାଙ୍କୁ ମିଳିବ ପେନସନ

ଭୁବନେଶ୍ୱର ,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ବିଭିନ୍ନ କୋର୍ଟରେ ବିଚାର ପାଇଁ ପଡ଼ିରହିଥିବା ଛାଡ଼ପତ୍ର ମାମଲାର ମହିଳା ମାନଙ୍କୁ ପେନସନ ଯୋଗାଇଦେବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଯେଉଁ ମହିଳା ମାନଙ୍କର ବାର୍ଷିକ ଆୟ ୪୦ ହଜାର ଟଙ୍କାରୁ ଉଦ୍ଧ୍ୱର୍ ହୋଇନଥିବ ସେମାନଙ୍କୁ ଏହି ପେନସନ ଦିଆଯିବ । ଯେଉଁମାନେ ଏକାକୀ ରହୁଥିବେ ଓ ଛାଡ଼ପତ୍ରର ପ୍ରମାଣ ପତ୍ର ଦାଖଲ କରିବେ ସେହି ମହିଳା ମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବ ବୋଲି ଭିନ୍ନକ୍ଷମ ସଶକ୍ତିକରଣ ସାମାଜିକ ନିରାପତା ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *