ବାଲେଶ୍ୱର,୧୪/୦୯/୨୦୧୯(ଓଡ଼ିଶା ସମାଚାର)-ବାଲେଶ୍ୱର ଅଡ଼ର ବଜାରରେ ଡ଼ିଏସପି ମନୋଜ ରାଉତ ଙ୍କ ନେତୃତ୍ୱରେ ଏକ ଟିମ ଚଢ଼ଉ କରି ୧ କେଜି ବ୍ରାଉନ ସୁଗାର ଜବତ କରାଯିବା ସହ ସେକ୍ ହାଇଦର ସହ ଅନ୍ୟ ୩ ଜଣଙ୍କୁ ଅଟକ ରଖାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ଓଡ଼ିଶା ସମାଚାର