Saturday , November 27 2021
Breaking News
Home / ବିଶେଷ / ସଂକ୍ଷେପରେ ତାଜା ଖବର : ରାଷ୍ଟ୍ରପତିଙ୍କର ଦୁଇ ଦିନିଆ ଓଡ଼ିଶା ଆଗମନ

ସଂକ୍ଷେପରେ ତାଜା ଖବର : ରାଷ୍ଟ୍ରପତିଙ୍କର ଦୁଇ ଦିନିଆ ଓଡ଼ିଶା ଆଗମନ

ଭୁବନେଶ୍ୱର,୧୩/୦୯/୨୦୧୯(ଓଡ଼ିଶା ସମାଚାର)-ମାନ୍ୟବର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଗୋପାଳପୁର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗବେଦପାଇଁ ରାଷ୍ଟ୍ରପତି ଓଡ଼ିଶା ଗୃରେ ଆସିବେ । ମାନ୍ୟବର ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପଟର ଯୋଗେ ଆସନ୍ତା ୨୭ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚି ରାଜଭବନରେ ରାତି୍ରି ଯାପନ କରିବେ । ୨୮ ତାରିଖ ସକାଳ ୬ ଟାରେ ଗୋପାଳପୁର ଯିବେ ଓ ପୁଣି ଦିନ ୧୧ ଟାରେ ଭୁବନେଶ୍ୱର ଫେରିଆସିବେ । ତେବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପହଂଚିନାହିଁ । ଓଡ଼ିଶା ସମାଚାର

About admin

Check Also

ଆଜି ପ୍ରଥମାଷ୍ଟମୀ: ହଳଦୀ ପତ୍ର ବାସ୍ନାରେ ମହକୁଛି କଟକ ସଦର ଅଞ୍ଚଳ

କଟକ ସଦର,୨୭/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆଜି ପ୍ରଥମାଷ୍ଟମୀ।ଓଡିଆ ପାଞ୍ଜି ଅନୁସାରେ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି।ଏହି …

Leave a Reply

Your email address will not be published. Required fields are marked *