ଭୁବନେଶ୍ୱର,୧୩/୦୯/୨୦୧୯(ଓଡ଼ିଶା ସମାଚାର)-ମାନ୍ୟବର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଗୋପାଳପୁର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗବେଦପାଇଁ ରାଷ୍ଟ୍ରପତି ଓଡ଼ିଶା ଗୃରେ ଆସିବେ । ମାନ୍ୟବର ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପଟର ଯୋଗେ ଆସନ୍ତା ୨୭ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚି ରାଜଭବନରେ ରାତି୍ରି ଯାପନ କରିବେ । ୨୮ ତାରିଖ ସକାଳ ୬ ଟାରେ ଗୋପାଳପୁର ଯିବେ ଓ ପୁଣି ଦିନ ୧୧ ଟାରେ ଭୁବନେଶ୍ୱର ଫେରିଆସିବେ । ତେବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପହଂଚିନାହିଁ । ଓଡ଼ିଶା ସମାଚାର