ସମ୍ବଲପୁର,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାର ଆଜି ଆଉ ୩ ଟା ଗେଟ ଖୋଲିଛି । ପୂର୍ବରୁ ୫ ଟି ଗେଟ ଖୋଲା ଥିଲା । ବର୍ତମାନ ୮ ଟି ଗେଟ ଦେଇ ନିସ୍କାସନ କରାଯାଇଛି । ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୦୦ ଫୁଟ , ବର୍ତମାନ ଜଳସ୍ତର ୬୨୭.୮୫ ଫୁଟ ରେ ପହଂଚିଛି । ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ଆବଶ୍ୟକ ପଡ଼ିଲେ ପର୍ଯ୍ୟାୟ କ୍ରମେ ଅଧିକ ଗେଟ ଖୋଲାଯାଇପାରେ । ଓଡ଼ିଶା ସମାଚାର