ଭୁବନେଶ୍ୱର ,୧୦/୦୯/୨୦୧୯(ଓଡ଼ିଶା ସମାଚାର)- ରାଜଧାନୀରୁ ପୁଣି ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିବାବେଳେ ଜଣେ ଗିରଫ ହୋଇଛନ୍ତି । ଡ଼ିସିପି ଅନୁପ ସାହୁଙ୍କ ସୂଚନା ଅନୁସାରେ ଖଣ୍ଡଗିରି ଥାନା ପୋଲିସ ଓ ସ୍ପେଷାଲ ସ୍କ୍ୱାର୍ଡ଼ ଚଢ଼ାଉ କରି ୨୫୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି । ଓଡ଼ିଶା ସମାଚାର