Thursday , December 8 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପତ୍ନୀ ଙ୍କୁ ପଥରରେ ଛେଚି ହତ୍ୟା କଲା ମଦ୍ୟପ ସ୍ୱାମୀ

ସଂକ୍ଷେପରେ ତାଜା ଖବର : ପତ୍ନୀ ଙ୍କୁ ପଥରରେ ଛେଚି ହତ୍ୟା କଲା ମଦ୍ୟପ ସ୍ୱାମୀ

ତାଳଚେର,୧୦/୦୯/୨୦୧୯(ଓଡ଼ିଶା ସମାଚାର)- ପତ୍ନୀ ଙ୍କୁ ପଥରରେ ଛେଚି ହତ୍ୟା କଲା ମଦ୍ୟପ ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି । ବଲଣ୍ଡା ଗୁରୁଦ୍ୱାର ଅଂଚଳରେ ଏହିଭଳି ଘଟଣା ଘଟିଛି । ବିକ୍ରମପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଂଚି ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ବ୍ୟବସ୍ଥା କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.