Saturday , October 16 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଜମି ଜମା ବିବାଦକୁ ନେଇ ରଙ୍ଗମାଟିଆରେ ମୁଣ୍ଡ ଗଡ଼ିଛି

ସଂକ୍ଷେପରେ ତାଜା ଖବର : ଜମି ଜମା ବିବାଦକୁ ନେଇ ରଙ୍ଗମାଟିଆରେ ମୁଣ୍ଡ ଗଡ଼ିଛି

ଭୁବନେଶ୍ୱର ,୧୦/୦୯/୨୦୧୯(ଓଡ଼ିଶା ସମାଚାର)- ଭୁବନେଶ୍ୱର ଉପକଂଠ ରଙ୍ଗମାଟିଆରେ ଜମି ଜମା ବିବାଦକୁ ନେଇ ମୁଣ୍ଡ ଗଡ଼ିଛି । ମିଳିଥିବା ତାଜା ସୂଚନା ଅନୁସାରେ ରଙ୍ଗମାଟିଆ ତଳସାହିର ଦୀପକ ବେହେରା ଆଲିଆସ ଲଣ୍ଡା (୨୨) କୁ ଜବିବାଡ଼ି ବିବାଦକୁ ନେଇ ପୂର୍ବ ଶତୃତାରୁ ଗୋଡ଼େଇ ଗୋଡ଼େଇ ହାଣିବା ଫଳରେ ତାର ମୃତ୍ୟୁ ହୋଇଛି । ପୋଲିସ ଘଯଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ତେବେ ଜମି ବିକ୍ରିରେ ମଧ୍ୟସ୍ଥତା ବିବାଦରୁ ଗତ ପ୍ରାୟ ୨୫ / ୩୦ ଦିନ ତଳେ ଏହି ଘଟରାର ସୂତ୍ରପାତ ହୋଇଥିଲା । ଲଣ୍ଣା ୨ ଜଣ ଙ୍କ ଗୋଡ଼କୁ ହାରିଥିଲା । ସେମାନେ ସୁସ୍ଥ ହେବା ପରେ ତାଙ୍କର ଦଳବଳ ନେଇ ଲଣ୍ଡାର ବାପା କରିଥିବା ଦେକାନ ବନ୍ଦ ସମୟରେ ଲଣ୍ଡାକୁ ଗୋଡାଇ ଗୋଡ଼ାଇ ହାଣିଥିଲେ । ଫଳରେ ଲଣ୍ଡାର ମୃତ୍ୟୁ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ

ବାଲିଗୁଡା,୧୫/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି …

Leave a Reply

Your email address will not be published. Required fields are marked *