Friday , December 2 2022
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଅଜଣା ଗାଡ଼ି ଧକାରେ ୨ ଛାତ୍ରଙ୍କ ମୃତ୍ୟୁ

ସଂକ୍ଷେପରେ ତାଜା ଖବର : ଅଜଣା ଗାଡ଼ି ଧକାରେ ୨ ଛାତ୍ରଙ୍କ ମୃତ୍ୟୁ

ଭଦ୍ରକ,୧୦/୦୯/୨୦୧୯(ଓଡ଼ିଶା ସମାଚାର)- ଏକ ଅଜଣା ଗାଡ଼ି ଧକାରେ ୨ଜଣ ଶିଶୁ ଛାତ୍ରଙ୍କର ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥର ନୂଆ ବସ ଷ୍ଟାଣ୍ଡ ନିକଟରେ ୮ମ ଶ୍ରେଣୀର ଛାତ୍ର ସୁମିତ ସାହୁ ଓ ୧୦ମ ଶ୍ରେଣୀର ଶୁଭଙ୍କର ମଲିକ୍ ଦୁଇ ଜଣ ଛାତ୍ର ସାଇକେଲ ରେ ଯାଉଥିବାବେଳେ କୌଣସି ଅଜଣା ଗାଡ଼ି ଧକା ଦେଇ ଚାଲିଯାଇଥିଲା । ସମ୍ଭବତ ସେମାନେ ଟ୍ୟୁସନ ଯାଉଥିଲେ । ଟାଉନ ଥାନା ପୋଲିସ୍ ପହଂଚି ଦୁଇ ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.