Thursday , October 6 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଅଜଣା ଗାଡ଼ି ଧକାରେ ୨ ନାବାଳକଙ୍କର ମୃତ୍ୟୁ

ସଂକ୍ଷେପରେ ତାଜା ଖବର : ଅଜଣା ଗାଡ଼ି ଧକାରେ ୨ ନାବାଳକଙ୍କର ମୃତ୍ୟୁ

ଭଦ୍ରକ,୧୦/୦୯/୨୦୧୯(ଓଡ଼ିଶା ସମାଚାର)- ଅଜଣା ଗାଡ଼ି ଧକାରେ ୨ଜଣ ନାବାଳକଙ୍କର ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥର ନୂଆ ବସ ଷ୍ଟାଣ୍ଡ ନିକଟରେ ଦୁଇ ଜଣ ନାବଳାକ ସାଇକେଲ ରେ ଯାଉଥିବାବେଳେ କୌଣସି ଅଜଣା ଗାଡ଼ି ଧକା ଦେଇ ଚାଲିଯାଇଥିଲା । ମୃତ ଦୁଇ ନାବାଳକଙ୍କର ବର୍ତମାନ ସୁଦ୍ଧା କରିଚୟ ମିଳିପାରିନାହିଁ । ସମ୍ଭବତ ସେମାନେ ଟ୍ୟୁସନ ଯାଉଥିଲେ । ଟାଉନ ଥାନା ପୋଲିସ୍ ପହଂଚି ଦୁଇ ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.