Tuesday , December 7 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବିଧାୟକ ଗଣିଲେ ଜୋରିମାନା

ସଂକ୍ଷେପରେ ତାଜା ଖବର : ବିଧାୟକ ଗଣିଲେ ଜୋରିମାନା

ଭୁବନେଶ୍ୱର,୦୮/୦୯/୨୦୧୯(ଓଡ଼ିଶା ସମାଚାର)- ବିଧାୟକ ଗଣିଲେ ଜୋରିମାନା । ଆଜି ଟ୍ରାଫିକ ପୋଲିସ ପକ୍ଷରୁ ଗାଡ଼ ଗୁଡ଼ିକ ଯାଚ କରାଯାଉନଥିଲେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲ । ଯେଉଁମାନେ ୫ ଟି ନିୟମକୁ ପାଳନ କରିଥିବା ଦେଖାଯାଉଥିଲା ସେମାନଙ୍କୁ ଥାଙ୍କ ୟୁ କାର୍ଡ଼ ଓ ଚକୋଲେଟ ଦିଆଯାଉଥିବାବେଳେ ଅନ୍ୟମାନଙ୍କୁ ସଚେତନ କରାଯାଉଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଶ କରିବା ପାଇଁ ବିଧାୟକ ଅନନ୍ତ ନାରାୟଣ ଜେନା ଆସିଥିଲେ । କିନ୍ତୁ ତାଙ୍କ ଡ଼୍ରାଇଭର ନଜାଣି ନୋଁ ପାର୍କିଂ ପ୍ଲେସ ରେ ଗାଡ଼ି ରଡ଼ôଥିବାରୁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିଛି । ଡ଼ିସିପି ଅନୁପ ସାହୁଙ୍କ ଉପସ୍ଥିତିରେ ଚାଲାଣ କଟାଯାଇଥିଲା ଓ ସେ ଏହାକୁ ସ୍ୱିକାର କରିଥିଲେ । ଓଡିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *