Friday , September 22 2023
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଘର ବାରଣ୍ଡାରେ ଶୋଇଥିବାବେଳେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

ସଂକ୍ଷେପରେ ତାଜା ଖବର : ଘର ବାରଣ୍ଡାରେ ଶୋଇଥିବାବେଳେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

ଘଟଗାଁ,୦୮/୦୯/୨୦୧୯(ଓଡ଼ିଶା ସମାଚାର)- ବୃଦ୍ଧ ଦମ୍ପତି ଘର ବାରଣ୍ଡାରେ ଶୋଇଥିବାବେଳେ ତାଙ୍କୁ ହତ୍ୟା କରାଯାଇଛି । ଏଭଳି ଘଟଣା ଘଟିଛି ଘଟଗାଁ ଥାନା ଅଧିନସ୍ଥ ଗୋଧିରାମପଡ଼ା ରେ । ଗୋଧିରାମପଡ଼ାର ଦମ୍ପତି ଙ୍କୁ ଗତକାଲି ବିଳମ୍ବିତ ରାତିରେ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ମୃତ ଦମ୍ପତି ହେଉଛନ୍ତି ରାମାଇ ମୁଣ୍ଡା ଓ ତାଙ୍କ ପତ୍ନୀ ଚମ୍ପା ମୁଣ୍ଡା । ଘଟଗାଁ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ତେବେ ହତ୍ୟାର କାରଣ ଜଣାପଡ଼ିନାହିଁ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *