Tuesday , January 18 2022
Breaking News
Home / କ୍ରୀଡ଼ା / ଆନ୍ତର୍ଜାତୀୟ କପ୍ କରାଟେ ଚମ୍ପିଅନ ଯସ୍ମିନ ପି. ମିଶ୍ର ସମ୍ବର୍ଦ୍ଧିତ

ଆନ୍ତର୍ଜାତୀୟ କପ୍ କରାଟେ ଚମ୍ପିଅନ ଯସ୍ମିନ ପି. ମିଶ୍ର ସମ୍ବର୍ଦ୍ଧିତ

ଭୁବନେଶ୍ୱର,୦୮/୦୯/୨୦୧୯(ଓଡ଼ିଶା ସମାଚାର)- ଆନ୍ତର୍ଜାତୀୟ କପ୍ କରାଟେ ଚମ୍ପିଅନ ଯସ୍ମିନ ପି. ମିଶ୍ରଙ୍କୁ  ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ  ପଟ୍ଟନାୟକ ଆନ୍ତର୍ଜାତୀୟ କପ୍ କରାଟେ ଚମ୍ପିିଅନ (ରୌପ୍ୟ ପଦକ ବିଜେତା) ଯସ୍ମିନ ପି. ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଠିକାଦାର ଙ୍କ ମନମୁଖୀ କାର୍ୟ୍ୟ- କାଦୁଅରେ ଭାସୁଛି ଗାଁ ରାସ୍ତା

Leave a Reply

Your email address will not be published. Required fields are marked *