Wednesday , October 5 2022
Home / ବିଶେଷ / ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳରେ ସମୁଦ୍ରରୁ ଉଦ୍ଧାର ହେଲା କୁମ୍ଭୀର

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳରେ ସମୁଦ୍ରରୁ ଉଦ୍ଧାର ହେଲା କୁମ୍ଭୀର

ପାରାଦ୍ୱୀପ ୦୭/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ନର୍ଥ କୁ୍ୟ ନିକଟରୁ ଗତକାଲି ଜାହାଜ ବର୍ଥିଂ ସମୟରେ ବନ୍ଦର ସାମୁଦ୍ରିକ ବିଭାଗ କର୍ମଚାରୀ ମାନେ ଜାଲ ସାହାଯ୍ୟରେ ଏକ କୁମ୍ଭୀର ଛୁଆକୁ ଉଦ୍ଧାର କରିଥିଲେ । ତେବେ କିପରି ଏହି କୁମ୍ଭୀର ବନ୍ଦର ନିଷିଦ୍ଧାଂଚଳକୁ ଆସିଲା ତାହା ଏବେ ଚର୍ଚ୍ଚା ହେଉଛି । ମହାନଦୀ ମୁହାଁଣ ଦେଇ ସମୁଦ୍ର ଭିତରକୁ ଆସିଥାଇ ପାରେ ବୋଲି ଅନୁମାନ କରାଯାଉଛି ।   କୁମ୍ଭୀର ଟିକୁ ବ୍ରେକ୍ ୱାଟରରେ ଛଡାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.