Wednesday , February 8 2023
Breaking News
Home / ତାଜା ଖବର / ଚୋରୀ ମୋବାଇଲ ଜବତ, ୨ ଅଭିଯୁକ୍ତ ଗିରଫ

ଚୋରୀ ମୋବାଇଲ ଜବତ, ୨ ଅଭିଯୁକ୍ତ ଗିରଫ

କେନ୍ଦୁଝର, ୦୬/୦୯/୨୦୧୯(ଓଡ଼ିଶା ସମାଚାର)- ଆରଟିଓ ଅଫିସ ସମ୍ମୁଖରେ ହେଲୋ ହୋମ ନାମକ ଏକ ମୋବାଇଲ ଦୋକାନରୁ ଗତ ଅଗଷ୍ଟ ୨୬ ତାରିଖରେ ମୋବାଇଲ ଚୋରୀ ହୋଇଥିଲା । ଟାଉନ ଥାନା ପୋଲିସ୍ କେଶ ନଂ ୨୩୩/୧୯ ରେ ଏକ ମାମଲା ରୁଜୁ କରି ଏହି ଘଟଣାରେ ୨ ଜଣ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋବାଇଲ ଚାର୍ଜର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।  ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ଆଟପୁର ସାହିର ସୁରଜ ନାଏକ ଓ ତୋଫାନ ନାଏକ । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.