Wednesday , December 8 2021
Home / ବିଶେଷ / ସଂକ୍ଷେପରେ ତାଜା ଖବର : ହୀରକୁଦ ଡ଼୍ୟାମ ର ୧୨ ଟି ଗେଟ ଖୋଲା

ସଂକ୍ଷେପରେ ତାଜା ଖବର : ହୀରକୁଦ ଡ଼୍ୟାମ ର ୧୨ ଟି ଗେଟ ଖୋଲା

ସମ୍ବଲପୁର,୦୫/୦୯/୨୦୧୯(ଓଡ଼ିଶା ସମାଚାର)- ହୀରକୁଦ ଡ଼୍ୟାମ ର ୧୨ ଟି ଗେଟ ଖୋଲା ରହିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରକୁ ଅଧିକ ପରିମାଣର ବର୍ଷା ଜଳ ପ୍ରବେଶ କରୁଥିବାରୁ ପର୍ଯ୍ୟାୟକ୍ରମେ ଆଜି ୧୨ ଟି ଗେଟ୍ ଖୋଲାଯାଇଛି । ଜଳଭଣ୍ଡାରର ଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ବର୍ତମାନ ଜଳପତନ ୬୨୫.୮୯ ଫୁଟରେ ପହଂଚିଛି । ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୮ ହଜାର ୬୦୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୧୨ ଟି ଗେଟ ଦେଇ ୧ ଲକ୍ଷ ୧୮ ହଜାର କ୍ୟୁସେକ ଜଳ ନିସ୍କାସିତ ହେଉଛି । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *