Wednesday , June 29 2022
Breaking News
Home / ତାଜା ଖବର / ମଦ୍ୟପାନ କରି ଡ଼୍ୟୁଟି କରୁଥିବା ୨ କନେଷ୍ଟବଳ ନିଲମ୍ବିତ

ମଦ୍ୟପାନ କରି ଡ଼୍ୟୁଟି କରୁଥିବା ୨ କନେଷ୍ଟବଳ ନିଲମ୍ବିତ

ଭୁବନେଶ୍ୱର,୦୪/୦୯/୨୦୧୯(ଓଡ଼ିଶା ସମାଚାର)- ରାଜଧାନୀର ରୂପାଲୀ ଛକରେ ମଦ୍ୟପାନ କରି ଡ଼୍ୟୁଟି କରୁଥିବା ୨ ଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ କେ.ଏସ.  ବେହେରା ଓ ଏ.କେ . ପ୍ରଧାନ ନାମକ ୨ ଜଣ କନେଷ୍ଟବଳ ଡ଼୍ୟୁଟି ସମୟରେ ଟ୍ରାଫିକ ପୋଷ୍ଟ ଛାଡ଼ି ମଦ୍ୟ ପାନ କରିବା ଓ ମଦ୍ୟପାନ କରି ଡ଼୍ୟୁଟି କରିବା ଓ ଡ୍ୟୁଟି ନକରି ଛକରେ ଗପ କରୁଥିବା ଆଦି ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଟ୍ରାଫିକ୍ ଡ଼ିସିପି ତାଙ୍କୁ କାରଣ ଦର୍ଶାଇବା ପାଇଁ ନୋଟିସ ଜାରି କରିବା ସହିତ ନିଲମ୍ବିତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପୁରୀରେ ଫୁଟିଲା ବୋମା , ଜଣେ ଆହତ

ପୁରୀ, ୨୪/୬/୨୦୨୨(ଓଡ଼ିଶା ସମାଚାର)- ପୁରୀ ରେ ବୋମାମାଡ଼ । ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଆଜି ରାତିରେ …

Leave a Reply

Your email address will not be published. Required fields are marked *