ଝାରସୁଗୁଡ଼ା, ୦୪/୦୯/୨୦୧୯(ଓଡ଼ିଶା ସମାଚାର)- ଆଜି ସ୍ପଷ୍ଟ ଦିବାଲୋକରେ ବେଲପାହାଡ଼ ଆକ୍ସିସ ବ୍ୟାଙ୍କ ରୁ ଲୁଟେରା ମାନେ ଗୁଳି ଫୁଟାଇ ୧୪ ଲକ୍ଷ ଟଙ୍କା ଲୁଟିନେଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଲୁଟେରାମାନେ ବ୍ୟାଙ୍କରେ ପସି ବନ୍ଧୁକରୁ ଗୁଳି ଫୁଟାଇ ଭୟଭିତ କରି ୧୪ ଲକ୍ଷ ଟଙ୍କା ଲୁଟିନେଇଚନ୍ତି । ୬ ଜଣ ଲୁଟେରା ଏକ ନମ୍ବର ବିହୀନ ସ୍କର୍ପିଓ ଆଡ଼ିରେ ଆସିଥିଲେ । ସେମାନେ ହିନ୍ଦିରେ କଥା ହେଉଥିଲେ । ପୋଲିସ ପହଂଚି ଛନଭିନ୍ କରୁଛି । ଓଡ଼ିଶା ସମାଚାର