Friday , January 28 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :   ରାଜଧାନୀରେ ନକଲି ଘିଅ ଓ ଖାଇବା ତେଲ କାରଖାନା ଠାବ, ୨ ହଜାର ଲିଟର ଖାଇବା ତେଲ , ଘିଅ ଜବତ – ୪ ଗିରଫ

ସଂକ୍ଷେପରେ ତାଜା ଖବର :   ରାଜଧାନୀରେ ନକଲି ଘିଅ ଓ ଖାଇବା ତେଲ କାରଖାନା ଠାବ, ୨ ହଜାର ଲିଟର ଖାଇବା ତେଲ , ଘିଅ ଜବତ – ୪ ଗିରଫ

ଭୁବନେଶ୍ୱର,୦୩/୦୯/୨୦୧୯(ଓଡ଼ିଶା ସମାଚାର)- କଟକ ପରେ ଏବେ ରାଜଧାନୀରେ ନକଲି ଘିଅ ଓ ଖାଇବା ତେଲ କାରଖାନା ଠାବ କରାଯାଇଛି । ଲକ୍ଷ୍ମୀସାଗର ଥାନା ପୋଲିସ୍ ଓ ସ୍ପେଷାଲ ସ୍କ୍ୱାର୍ଡ଼ ମିଳିତ ଭାବେ ଚଢ଼ାଉ କରି ୨ ହଜାର ଲିଟରରୁ ଅଧିକ ନକଲି ଖାଇବା ଶୋରିଶ ତେଲ ଓ ଘିଅ ଜବତ କରିଛି । ଦୀର୍ଘଦିନ ହେଲା ଏହି ନକଲି ତେଲ କାରଖାନା ଚାଲିଥିବା ସମ୍ପର୍କରେ ସୂଚନା ପାଇ ପୋଲିସ୍ ଚଢ଼ାଉ କରିଥିଲା ।  ୪ ଜଣଙ୍କୁ ଗିରଫ କରାଯାଇ ପଚରା ଉଚୁରା କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ଏସଟିଏଫ୍ କୁ ବଡ଼ ସଫଳତା, ୪କେଜି ର ବ୍ରାଉନସୁଗାର, ନଗଦ ପ୍ରାୟ ୭୦ ଲକ୍ଷ ଟଙ୍କା, ୩ ଟି ମାଉଜର ଓ ବହୁ ପରିମାଣର ଜୀବନ୍ତ ଗୁଳି ଜବତ

ନୟାଗଡ଼,୨୫/୧/୨୦୨୨ (ଓଡ଼ିଶା ସମାଚାର)- ଏସଟିଏଫ୍ କୁ ମିଳିଛି ଏକ ବଡ଼ ସଫଳତା । ୪କେଜି ର ବ୍ରାଉନସୁଗାର, ନଗଦ ପ୍ରାୟ …

Leave a Reply

Your email address will not be published. Required fields are marked *