ପୁରୀ,୦୩/୦୯/୨୦୧୯(ଓଡ଼ିଶା ସମାଚାର)- ରବିବାର ଓ ଗଣେଷ ପୂଜା ଥିବାରୁ ଗତ ରବିବାର ଓ ସୋମବାର ଦୁଇ ଦିନ ଶ୍ରୀ ମନ୍ଦିର ନିକଟରୁ ଉଛେଦ ବନ୍ଦ ରହିଥିଲା । ଆଜି ପୁଣି ଉଛେଦ ପ୍ରକ୍ରିୟା ଆରମ୍ଭ । ଆଜି ବଡ଼ ଆଖଡ଼ା ମଠ ଭଙ୍ଗା ଯିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସମାଚାର