Friday , October 29 2021
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :ଚାକିରୀ କରାଇ ଦେବାକୁ ଡ଼ାକି ଦୁଷ୍କର୍ମ କରିବା ଅଭିଯୋଗରେ ଯୁବକ ଗିରଫ

ସଂକ୍ଷେପରେ ତାଜା ଖବର :ଚାକିରୀ କରାଇ ଦେବାକୁ ଡ଼ାକି ଦୁଷ୍କର୍ମ କରିବା ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର,୦୩/୦୯/୨୦୧୯(ଓଡ଼ିଶା ସମାଚାର)- ଚାକିରୀ କରାଇ ଦେବାକୁ ଛତିଶଗଡ଼ର ଜଣେ ଯୁବତୀଙ୍କୁ ଭୁବନେଶ୍ୱର ଡ଼ାକି ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି । କଟକ ରୋଡ଼ ର ଏକ ହୋଟେଲ ରେ ଏହି ଦୁଷ୍କର୍ମ ହୋଇଥିବା ନେଇ ସମ୍ପୃକ୍ତ ଯୁବତୀ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ । ତାହାକୁ ଭତିକରି ଲକ୍ଷ୍ମୀସାଗର ଥାନା ପୋଲିସ୍ ଫେରାର ଥିବା ଅଭିଯୁକ୍ତ ଜୟକୁମାର କୁ ଉତରପ୍ରଦେଶରୁ ଗିରଫ କରିଛି । ଓଡ଼ିଶା ସମାଚାର

About admin

Check Also

ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ମୃତ

କଲାହାଣ୍ଡି ୨୮/୧୦/ ୨୦୨୧ (ଓଡିଶା ସମାଚର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆକାନି ପଞ୍ଚାୟତ …

Leave a Reply

Your email address will not be published. Required fields are marked *