Saturday , October 16 2021
Breaking News
Home / ବିଶେଷ / ବ୍ୟଙ୍ଗ କବି ବିପିନ ବିହାରୀ ସାହୁଙ୍କ ଶୋକସଭା

ବ୍ୟଙ୍ଗ କବି ବିପିନ ବିହାରୀ ସାହୁଙ୍କ ଶୋକସଭା

ଅନୁଗୋଳ, ୦୩/୦୯/୨୦୧୯(ଓଡ଼ିଶା ସମାଚାର)-ଅନୁଗୋଳ ଚୋପାଛଡା ସାହିତ୍ୟ ସଂସଦର ସଭାପତି, ଜିଲ୍ଲା ସାହିତ୍ୟ ସଂସଦର ଉପସଭାପତି ତଥା ପୂଜ୍ୟ ପୂଜା ସଂସଦର ଅନ୍ୟତମ ଉପଦ୍ଦେଷ୍ଟା ବ୍ୟଙ୍ଗ କବି ବିପିନ ବିହାରୀ ସାହୁଙ୍କର ପରଲୋକରେ ପୂଜ୍ୟ ପୁଜା ସଂସଦ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ତାଙ୍କର ସ୍ୱର୍ଗତ ଆତ୍ମାର ସଦଗତି ନିମିନ୍ତ ଦୁଇ ମିନିଟ ନିରବ ପ୍ରାର୍ଥନା କଲା ପରେ ସଂସଦର ସଭାପତି ଆଡଭୋକେଟ ଦିଲ୍ଲିପ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ଶ୍ରୀ ସାହୁଙ୍କ କର୍ମମୟ ଜୀବନର ବିଭିନ୍ନ ଦିଗ ଉପରେ ବକ୍ତାମାନେ ଆଲୋଚନା କରିବାକୁ ଯାଇ ତାଙ୍କର ବହୁମୂଖୀ ପ୍ରତିଭା ଯଥା ଜଣେ ପେଷାଦାର ପଶୁ ଡାକ୍ତର ଭାବେ ସୁପରିଚିତ ଥାଇ ସାହିତ୍ୟ ସୃଷ୍ଟି ସହ ପରୋପକାରୀ, ସହୃଦୟ,ମେଳାପୀ ବ୍ୟକ୍ତି ଭାବରେ ଜନ ମାନସରେ ସବୁଦିନପାଇଁ ମନେ ରହିବେ ବୋଲି ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *