ଗଣେଶ ପୂଜା ଅବସରରେ କଟକ ମହାନଦୀ ବିହାର ସ୍ଥିତ ସ୍ପୋଷ୍ଟିଂ ସ୍ପିରିଟ କ୍ଲବ ଆନୁକୁଲ୍ୟରେ ଗଣେଶ ପୂଜା ପାଳନ କରା ଯାଇଛି ।ଏହି ଅବସରରେ ଶିଖରପୁର ଗଣ୍ଡରପୁର ମହାନଦୀବିହାର ପୂଜା କମିଟି ଗଣେଶ ପୂଜା ଅନୁଷ୍ଠିତ ହୋଇଛି ଏଥିରେ ମେଲୋଡି ଏବଂ ଭାଗବତ ପରାୟଣ କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସମାଚାର