ଗଣେଶ ପୂଜା ଅବସରରେ କଟକ ମହାନଦୀ ବିହାର ସ୍ଥିତ ସ୍ପୋଷ୍ଟିଂ ସ୍ପିରିଟ କ୍ଲବ ଆନୁକୁଲ୍ୟରେ ଗଣେଶ ପୂଜା ପାଳନ କରା ଯାଇଛି ।ଏହି ଅବସରରେ ସନ୍ଧ୍ୟା ବେଳେ ୧୦୦୦ ଲୋକ ଙ୍କ ପାଇଁ ପ୍ରସାଦ ସେବନ କରା ଯାଇଛି।