Saturday , October 16 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଦୋକାନଘରେ ନିଆଁ ଲାଗି ନଗଦ ୪ ଲକ୍ଷ ଟଙ୍କା ଓ ୩୦ ଲକ୍ଷ ଟଙ୍କାର ବିଦ୍ୟୁତ ସଂରଂଜାମ , ଯନ୍ତ୍ରାଂଶ ଜଳିପୋଡ଼ି ଛାରଖାର

ସଂକ୍ଷେପରେ ତାଜା ଖବର : ଦୋକାନଘରେ ନିଆଁ ଲାଗି ନଗଦ ୪ ଲକ୍ଷ ଟଙ୍କା ଓ ୩୦ ଲକ୍ଷ ଟଙ୍କାର ବିଦ୍ୟୁତ ସଂରଂଜାମ , ଯନ୍ତ୍ରାଂଶ ଜଳିପୋଡ଼ି ଛାରଖାର

କୋଇଡ଼ା,୦୧/୦୯/୨୦୧୯(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ଏକ ବିଦ୍ୟୁତ ଦୋକାନଘରେ ନିଆଁ ଲାଗି ନଗଦ ୪ ଲକ୍ଷ ଟଙ୍କା ଓ ୩୦ ଲକ୍ଷ ଟଙ୍କାର ବିଦ୍ୟୁତ ସଂରଂଜାମ , ଯନ୍ତ୍ରାଂଶ ଜଳିପୋଡ଼ି ଛାରଖାର ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କୋଇଡ଼ା ଛଳରେ ଥିବା ଏକ ବିଦ୍ୟୁତ ଦୋକାନଘରେ ନିଆଁ ଲାଗିଯାଇଥିଲା । କୌଣସି କମ୍ପାନୀକୁ ପେମେଂଟ କରାଯିବାକୁ ଦୋକାନରେ ରଖାଯାଇଥିବା ନଗଦ ୪ ଲକ୍ଷ ଟଙ୍କା ଓ ଦୋକାନରେ ଥିବା ପ୍ରାୟ ୩୦ ଲକ୍ଷ ଟଙ୍କାର ସାମନ ପୋଡ଼ି ନାରଖାର ହୋଇଯାଇଛି । ଦମକଳ ପହଂଚି ପାଂଚଘଂଟା ପରିଶ୍ରମ କରି ନିଆଁକୁ ଆୟତ କରିଥିଲେ । ତେବେ କିପରି ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ । ଓଡ଼ିଶା ସମାଚାର

About admin

Check Also

ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ

ବାଲିଗୁଡା,୧୫/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି …

Leave a Reply

Your email address will not be published. Required fields are marked *