Friday , September 29 2023
Breaking News
Home / ତାଜା ଖବର / ବାଇକ ଦୁର୍ଘଟଣାରେ ଦୁଇ ମୃତ

ବାଇକ ଦୁର୍ଘଟଣାରେ ଦୁଇ ମୃତ

କଳାହାଣ୍ଡି,୦୧/୦୯/୨୦୧୯(ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା କୋକସରାଠାରେ ଗତକାଲି ବିଳମ୍ବିତ ରାତିରେ ଜଣେ ବାଇକ ଆରୋହୀ ବସକୁ ଓଭରଟେକ୍ କରୁଥିବା ସମୟରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଛି ଓ ଜଣେଗୁରୁତର ଅଛନ୍ତି । ମୃତ ଯୁବକ ଦ୍ୱୟ ହେଉଛନ୍ତି ପାଣିଗାଁ ର ପୂର୍ଣ୍ଣଚନ୍ଦ୍ର ନାଏକ ଓ ଖିରସିନ୍ଧୁ ଧରୁଆ ଓ ଗୁରୁତର ଜଣକ ପିନ୍ଟୁ ପଟ୍ଟନାୟକ ବୋଲି ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *