Monday , January 24 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ସ୍କୁଲ ପିଲାଙ୍କୁ ବ୍ୟାଗ ଓ ବହି ବଂଟନ

ସ୍କୁଲ ପିଲାଙ୍କୁ ବ୍ୟାଗ ଓ ବହି ବଂଟନ

ଛତ୍ରପୁର, ୨୯/୦୮/୨୦୧୯(ଓଡ଼ିଶା ସମାଚାର)- ଇଣ୍ଡିଆନ୍ ରେଆର ଆର୍ଥ ପକ୍ଷରୁ କଣମଣା ପଂଚାୟତ ର ଟାକିରିଆ ବ୍ରହ୍ମପୁର,ତରେଇ ପାଟପୁର,କଣମଣା,ଚଷାକଣମଣା,ମାଟିଖାଲ ଆଦି ଗାଁ ରେ ଥିବା ସ୍କୁଲ ରେ ଛାତ୍ର ଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ ଓ ବହି ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ରେଆର ଆର୍ଥ ର ସିଜିଏମ ଏ ଜେ ଜନାର୍ଦନ ଓ ତାଙ୍କ ପତ୍ନୀ ରମା ଲକ୍ଷ୍ମୀ,କଣମଣା ସରପଂଚ ଏସ ଚକ୍ରପାଣି ରେଡ଼ି,ସମିତି ସଭ୍ୟା ରଶ୍ମିତା ବେହେରା, ଇଣ୍ଡିଆନ୍ ରେଆର ଆର୍ଥ ର ଜି କେ ନାୟକ,ଏ କେ ପାଣି ,ଏସ ଏସ ମଲିକ,ପି କେ ରାଉତ, ସୁରେଶ ଚନ୍ଦ୍ର ପାତ୍ର,ରଂଜିତ ପଣ୍ଡା,ସୁଇଟ୍ ମିଶ୍ରଙ୍କ ସମେତ ବହୁ କର୍ମଚାରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହାଛଡ଼ା ଇଣ୍ଡିଆନ୍ ରେଆର ଆର୍ଥ କଲୋନୀରେ ସ୍ୱଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ପ୍ରସ୍ତାବିତ ଜେ.ଏସ୍.ଡବ୍ଲ୍ୟୁ. ପ୍ରକଳ୍ପ ଅଂଚଳ ବୁଲିଲେ ବରିଷ୍ଠ ଅଧିକାରୀ

ପାରାଦୀପ,୧୯/୧/୨୦୨୨ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଢିଙ୍କିଆ ଅଂଚଳରେ ପ୍ରସ୍ତାବିତ ଜେ.ଏସ୍.ଡବ୍ଲୂ୍ୟ. ତାର କାରଖାନା ପ୍ରତିଷ୍ଠା ପାଇଁ …

Leave a Reply

Your email address will not be published. Required fields are marked *