Friday , September 22 2023
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : କାଠଯୋଡ଼ି ବ୍ରିଜ୍ ଦବିଥିବାରୁ ଗାଡ଼ି ଚଳାଚଳ ବାବଧାପ୍ରାପ୍ତ

ସଂକ୍ଷେପରେ ତାଜା ଖବର : କାଠଯୋଡ଼ି ବ୍ରିଜ୍ ଦବିଥିବାରୁ ଗାଡ଼ି ଚଳାଚଳ ବାବଧାପ୍ରାପ୍ତ

କଟକ,୨୮/୦୮/୨୦୧୯(ଓଡ଼ିଶା ସମାଚାର)- କଟକ – ଭୁବନେଶ୍ୱର ରାସ୍ତାର ଲିଙ୍କରୋଡ଼ – ଗୋପାଳପୁର ଠାରେ ଥିବା କାଠଯୋଡ଼ି ବ୍ରିଜ ର ଅଳ୍ପ କିଛି ଦବିଛି । ପୁଲିସ୍ ଓ ଏନଏଚଏଆଇ ର ଅଧିକାରୀ ପହଂଚି ଅନୁଧ୍ୟାନ କରିବା ପରେ କର୍ଡ଼ନ କରାଯାଇଛି । କର୍ଡ଼ନ କରି ଗାଡ଼ି ଛଡ଼ାଯାଉଛି । ବିଧାୟକ ମହମ୍ମଦ ମୋକିମ ପହଂଚି ଅନୁଧ୍ୟାନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *