Friday , October 22 2021
Home / ତାଜା ଖବର / ପୂର୍ବତନ କାଉନସିଲରଙ୍କୁ ଘରୁ ଉଠାଇନେଇ ପଚରାଉଚୁରା କରୁଛି  ସ୍ୱତନ୍ତ୍ର ସ୍କ୍ୱାର୍ଡ

ପୂର୍ବତନ କାଉନସିଲରଙ୍କୁ ଘରୁ ଉଠାଇନେଇ ପଚରାଉଚୁରା କରୁଛି  ସ୍ୱତନ୍ତ୍ର ସ୍କ୍ୱାର୍ଡ

କେନ୍ଦ୍ରାପଡା ୨୭/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ୧୨ନମ୍ବର ୱାର୍ଡର ପୂର୍ବତନ କାଉନସିଲର ସେକ ରହେମତ(ସାନ)ଙ୍କୁ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ  ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ  ଖଡିୟଙ୍ଗ (ପୁରୁଣା ଜେଲରୋଡ)ସ୍ଥିତ ତାଙ୍କ ଘରୁ ଉଠାଇ ନେଇଥିବା ଜଣାପଡିଛି । ରହେମତଙ୍କୁ ଏକ ଅଜଣାସ୍ଥାନରେ ରଖାଯାଇ ପଚରାଉଚୁରା କରାଯାଉଛି । ସେ ଏକ ସଂଗୀନ ମାମଲାରେ ସଂପୃକ୍ତ ଥିବାର ପୋଲିସ  ସୁତ୍ରରୁ ଖବର ମିଳିଛି । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *