Friday , September 29 2023
Breaking News
Home / ବିଶେଷ / ସଂକ୍ଷେପରେ ଖବର : ହୀରାକୁଦ ଜଳ ଭଣ୍ଡାର ୩ ଟି ଗେଟ୍ ଖୋଲିଲା

ସଂକ୍ଷେପରେ ଖବର : ହୀରାକୁଦ ଜଳ ଭଣ୍ଡାର ୩ ଟି ଗେଟ୍ ଖୋଲିଲା

ଭୁବନେଶ୍ୱର,୨୬/୦୮/୨୦୧୯(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାର ର ସମସ୍ତ ଗେଟ୍ ବନ୍ଦ ରହିଥିଲା । ଆଜି ୩ ଟି ଗେଟ୍ ଖୋଲିଲା । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୬୦ ହଜାର ୩୨୨ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୩ ଟି ଗେଟ ବାଟେ ଜଳ ନିସ୍କାସିତ ହେଉଛି । ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ବର୍ତମାନ ୬୨୨.୮୧ ଫୁଟ ରେ ପହଂଚିଛି । ଜଳ ଭଣ୍ଡାର ମଧ୍ୟକୁ ଅଧିକ ଜଳ ପ୍ରବେଶ କରୁଥିବାରୁ ଆଜି ୩ ଟି ଗେଟ ଖୋଲାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *