Wednesday , February 8 2023
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପଳାଶୁଣି ଫ୍ଲାଇ ଓଭର ଦବିବା ସୂଚନା

ସଂକ୍ଷେପରେ ତାଜା ଖବର : ପଳାଶୁଣି ଫ୍ଲାଇ ଓଭର ଦବିବା ସୂଚନା

ଭୁବନେଶ୍ୱର,୨୫/୦୮/୨୦୧୯(ଓଡ଼ିଶା ସମାଚାର)- ରାଜଧାନୀ ଉପକଂଠ ପଳାଶୁଣି ଠାରେ ଫ୍ଲାଇ ଓଭର ଦବିଥିବା ସୂଚନା ମିଳିଛି । ଫ୍ଲାଇ ଓଭର ରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ନ୍ୟାସନାଲ ହାଇୱେ ଅଟରିଟି ଅଧିକାରୀ ଓ ପୋଲିସ୍ ପହଂଚି ହନୁଧ୍ୟାନ କରୁଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.