Friday , January 21 2022
Breaking News
Home / ଶିକ୍ଷା / ୭,୨୫୮ଛାତ୍ରଛାତ୍ରୀ ପାଇବେକାଳିଆ ବୃତି

୭,୨୫୮ଛାତ୍ରଛାତ୍ରୀ ପାଇବେକାଳିଆ ବୃତି

 

ଭୁବନେଶ୍ୱର,୨୩/୦୮/୨୦୧୯(ଓଡ଼ିଶା ସମାଚାର)- କାଳିଆ ଛାତ୍ରବୃତି ଯୋଜନାରେ ଛାତ୍ର ବୃତିପାଇବା ପାଇଁ ୭,୨୫୮ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରକାଶ କରିଛନ୍ତି । ବୃତି ପାଇଁ ସମୁଦାୟ୧୯,୨୪୭ ଛାତ୍ରଛାତ୍ରୀ ଆବେଦନ କରିଥିଲେ  । ୧୮୭ କଲେଜରୁ ଏହି ଆବେଦନ ପତ୍ର ଆସିଥିଲା ବୋଲି ମନ୍ତ୍ରୀ କହିଛନ୍ତି । ଏ ସମ୍ପର୍କରେ ଗୁରୁବାର ଦିନ ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ମହିଳା ମହାବିଦ୍ୟାଳୟରେ ଏନଏସଏସ ର ଶୀତକାଳୀନ ଶିବିର ଉଦଯାପିତ

ଭୁବନ,୧୦/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା (ଏନଏସଏସ ) ଆନୁକୂଲ୍ୟରେ ଗତ ୨ ତାରିଖ …

Leave a Reply

Your email address will not be published. Required fields are marked *