ପୁରୀ,୨୩/୦୮/୨୦୧୯(ଓଡ଼ିଶା ସମାଚାର)- ଆଜି ପ୍ରଭୁ ଶ୍ରୀ କୃଷ୍ଣଙ୍କ ଜନ୍ମ ଉତ୍ସବ ଶ୍ରୀ ମନ୍ଦିରରେ ପାଳିତ ହେବ । ଏହି ଉପଲକ୍ଷେ ଶ୍ରୀ ମନ୍ଦିର ରେ ୫ ଘଂଟା ସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ ଟା ରୁ ରାତି ୧୧ ଟା ପର୍ଯ୍ୟନ୍ତ ୫ ଘଂଟା ସାଧାରଣ ଦର୍ଶନ ବନ୍ଦ ରହିବ । ସାନ୍ଧ୍ୟ ଧୂପ ନୀତି ପରେ ୬ ଟା ରୁ ରାତି ୧୧ ଟା ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ ପଂଚ ମୁରୁଜରେ ଜନ୍ମ ମଣ୍ଡଳ କଟାଯାଇ ଜନ୍ମ ପୂଜା ଅନୁଷ୍ଠିତ ହେବ । ଓଡ଼ିଶା ସମାଚାର