Friday , September 30 2022
Breaking News
Home / ବିଶେଷ / ରାଜଧାନୀରୁ ଉଡନ୍ତା ସାପଉଦ୍ଧାର , ୨ ଯୁବକ ଅଟକ

ରାଜଧାନୀରୁ ଉଡନ୍ତା ସାପଉଦ୍ଧାର , ୨ ଯୁବକ ଅଟକ

ଭୁବନେଶ୍ୱର,୨୧/୦୮/୨୦୧୯(ଓଡ଼ିଶା ସମାଚାର)-ବାଣୀବିହାର ଷ୍ଟେସନରୁ ମଙ୍ଗଳବାର ଏକ ବିରଳ ପ୍ରଜାତିର ସାପ ଉଦ୍ଧାର ହୋଇଛି । ଟ୍ରେନରେ ଏହାକୁ ନେଇ ଅନ୍ୟତ୍ର ଚାଲାଣ ହେବା ବେଳେ ଧରାପଡ଼ିଛି । ଏହି ବିରଳ ସାପକୁ କିଛିଲୋକ ପଶ୍ଚିମବଙ୍ଗ ଆସନସୋଲରୁ ଆଣିଥିବା ଜଣାପଡ଼ିଛି । ମଂଚେଶ୍ୱର ପୋଲିସ୍ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଭୁବନେଶ୍ୱର ରେଳ ଷ୍ଟେସନରେ ସାପଟିକୁ ସ୍ଥାନୀୟଲୋକେ ଦେଖି ବନ ବିଭାଗ ଓ ସ୍ନେକ ହେଲପ ଲାଇନ୍ କୁ ଖବର ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.