Friday , September 29 2023
Breaking News
Home / ବିଶେଷ / ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ

ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ

କ.ନୂଆଗାଁ, ୨୦/୦୮/୨୦୧୯(ଓଡ଼ିଶା ସମାଚାର)- ସ୍ୱାମତୀ ଓ ସେଭ ଦି ଚିଲଡ଼୍ରେନ୍ ପକ୍ଷରୁ କ. ନୂଆଗାଁ ବ୍ଲକ୍ ର ୯ ଟି ପଂଚାୟତରେ ବାଲ୍ୟ ବିବାହ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ ହୋଇଯାଇଛି । ସାରଙ୍ଗଡ଼ ପଂଚାୟତର ସଲାଗୁଡ଼ାରେ ବାବଲ୍ୟ ବିବାହ ମୁକ୍ତ,ଶିଶୁ ଅଧିକାର , କିଶୋରୀ ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ସଚେତନ କରାଯାଇଥିଲା । ସ୍ୱାତୀର କର୍ମୀ ମଧୁସ୍ମିତା ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସାରଙ୍ଗଡ଼ ସମନ୍ୱିତ ଶିଶୁ ବିକାଶ ସୁପରଭାଇଜର ଅରୁନ୍ଧତୀ ନାୟକ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *