Sunday , July 3 2022
Home / ବିଶେଷ / ଜୀବିକା ସୁରକ୍ଷା ମଂଚ ପକ୍ଷରୁ ଦାବିପତ୍ର ପ୍ରଦାନ

ଜୀବିକା ସୁରକ୍ଷା ମଂଚ ପକ୍ଷରୁ ଦାବିପତ୍ର ପ୍ରଦାନ

 

କ.ନୂଆଗାଁ, ୨୦/୦୮/୨୦୧୯(ଓଡ଼ିଶା ସମାଚାର)- ଜୀବିକା ସୁରକ୍ଷା ମଂଚ ପକ୍ଷରୁ ଶତାଧିକ ଭତା ହିତାଧିକାରୀ କଂଜାମେଣ୍ଡି ପଂଚାୟତ ନିକଟରୁ ଏକ ଶୋଭାଯାତ୍ରାରେବାହାରି ବ୍ଲକ୍ କାର୍ଯ୍ୟାଳୟରେ ପହଂଚି ବିଡ଼ିଓ ଙ୍କ ଅନୁପସ୍ଥିତିରେ ସହକାରୀ ଯନ୍ତ୍ରୀ ଅରୁଣ କୁମାର ତ୍ରିପାଠୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ମାସିକ ଭତା ୩ ହଜାର ଟଙ୍କା ପ୍ରଦାନ କରାଯିବା ପାଇଁ ସେମାନେ ଦାବି କରିଛନ୍ତି । ଜୀବିକା ସୁରକ୍ଷା ମଂଚ ର ସଭାପତି ମୀନକେତନ ଦିଗାଲ, ସଂଯୋଜକ ସିଦେ୍ଧଶ୍ୱର ନାୟକ,ଦିଲିପ ପୁଜାରୀ,ରାଜୀବ ପ୍ରଧାନ,ବିପ୍ର ପ୍ରଧାନ,ବିରେନ୍ଦ୍ର ଦିଗାଲ ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

ଇଣ୍ଡିଆବୁକ ଅଫ ରେକର୍ଡ ସ୍ଥାନ ପାଇଲେ ପ୍ରଚେତା

ଜୁନାଗଡ଼ , ୦୨ / ୦୭ /୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ପ୍ରଚେତା …

Leave a Reply

Your email address will not be published. Required fields are marked *