Saturday , October 23 2021
Home / ବିଶେଷ / ଆଇଏଏସ ଗଗନଧଳଙ୍କ ଇସ୍ତଫା ଆବେଦନ ଅଗ୍ରାହ୍ୟ

ଆଇଏଏସ ଗଗନଧଳଙ୍କ ଇସ୍ତଫା ଆବେଦନ ଅଗ୍ରାହ୍ୟ

ଭୁବନେଶ୍ୱର , ୧୯/୦୮/୨୦୧୯(ଓଡ଼ିଶା ସମାଚାର)-କୃଷି ଉତ୍ପାଦ କମିଶନର ପଦବୀରେଥିବା ବେଳେ ବରିଷ୍ଠ ଆଇ.ଏ.ଏସ ଅଫିସର ଡ. ଗଗନ କୁମାର ଧଳ ଗତ ୬ ତାରିଖରେ ଚାକିରି ଛାଡ଼ିଦେବାପାଇଁ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଆବେଦନ କରିଥିଲେ । ଏଥିରେ ସେ ତାଙ୍କର ବ୍ୟକ୍ତିଗତ ଓ ପାରିବାରିକ କାରଣ ଦର୍ଶାଇ ଥିଲେ । ଏହାକୁ ଗ୍ରହଣ କରିନେବା ପାଇଁ ମଧ୍ୟ ଅନୁରୋଧ କରିଥିଲେ । ମାତ୍ର ତାଙ୍କରଏହି ଅନୁରୋଧକୁ ଅଗ୍ରାହ୍ୟ କରିଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *